ପଲ୍ଲୀରୁ ଦିଲ୍ଲୀ : ଉଡିଲା ତ୍ରିରଙ୍ଗା Awaj Media 6 years ago Spread the loveସ୍ୱାଧୀନତାର ଜୟନ୍ତୀକୁ ପାଳନ କରିଛି ସମଗ୍ର ଦେଶ . ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା . କୋଭିଡ କଟକଣା ସତ୍ତ୍ୱେବି ସମଗ୍ର ଦେଶବାସୀ ଗର୍ବର ସହ ଉଡାଇଛନ୍ତି ଆମର ଜାତୀୟ ପତାକା .