Site icon Awaj Media

ଗଜପତିରେ ପୁଣି ସାତ ଜଣ କରୋନା ପଜିଟିଭ ଚିହ୍ନଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ସାତ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ଗୋଶାଣି ବ୍ଲକରୁ 3 ଜଣ, କାଶୀନଗର ବ୍ଳକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ, ନୂଆଗଡ ବ୍ଲକରୁ ଜଣେ ଜଣ,ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବ୍ୟକ୍ତି ବାହାର ହସ୍ପିଟାଲରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ଼ି ହସ୍ପିଟାଲ/କୋଭିଡ଼ି କ୍ୟାୟର ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

Exit mobile version