Site icon Awaj Media

9 ଜଣ କରୋନା ପଜିଟିଭ ଚିହ୍ନଟ ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ !!

Spread the love

ଗଜପତି (ଆୱାଜ ମିଡ଼ିଆ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 9 ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ଜିଲ୍ଲା ଅନ୍ତର୍ଗତ ଗୋଶାଣି ବ୍ଲକରୁ ଜଣେ, ପାରଳା ପୌର ପରିଷଦରୁ 5 ଜଣ, ମୋହନା ବ୍ଲକରୁ 2 ଜଣ ,ନୂଆଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ଼ ହସ୍ପିଟାଲ/କୋଭିଡ଼ କେୟାର ସେଣ୍ଟରକୁ ପଠାଯାଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Exit mobile version