Site icon Awaj Media

କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ଗଜପତି ଜିଲ୍ଲାପାଳ !!!!

Spread the love

ଗଜପତି (ଆୱାଜ ମିଡ଼ିଆ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପୌର ପରିଷଦର କନିଷ୍ଠଯନ୍ତ୍ରୀ ଡ଼.ଯୁଧିଷ୍ଠିରଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି। ପ୍ରକାଶ ଥାଉକି କୋଭିଡ଼ି 19 କଟକଣା ସମୟରେ ଦିନ ରାତି ନିଜ ଜୀବନକୁ ବାଜି ଲଗାଇ ସହର ବାସୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସେବା ଯୋଗାଇ ଆସୁଥିବାରୁ ତାଙ୍କୁ ଜିଲ୍ଲାପାଳ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଛନ୍ତି।

Exit mobile version