Site icon Awaj Media

ଗଜପତି ଜିଲ୍ଲାରେ ଆଉ 14 ଆକ୍ରାନ୍ତ ଚିହ୍ନଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 14 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ପାରଳା ପୌର ପରିଷଦରୁ 6 ଜଣ, ନୂଆଗଡ଼ ବ୍ଳକରୁ ଜଣେ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ଜଣେ, ଆର ଉଦୟଗିରି ବ୍ଳକରୁ 3ଜଣ, ଗଜପତିରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନରେ ରହିବ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ କୋଭିଡ଼ ହସ୍ପିଟାଲ / କୋଭିଡ଼ କେୟାର ସେଣ୍ଟରକୁ ପଠା ଯାଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Exit mobile version