ସୁକିନ୍ଦା (ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପ୍ରତିବର୍ଷ ସୁକିନ୍ଦା ଇଲେକ୍ଟ୍ରି ଅଫିସରେ ବହୁ ଆଡମ୍ବରରେ ପାଳିତ ହୋଇଥାଏ . ତେବେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଫିକା ପଡିଯାଇଛି ବିଶ୍ୱକର୍ମା ପୂଜା ଉତ୍ସବ . କଟକଣାକୁ ଆଖିରେ ରଖି କେବଳ ବିଧି ବଜାୟ ରଖିବା ପାଇଁ ସ୍ୱଳ୍ପ ଅଫିସ ଷ୍ଟାଫଙ୍କ ଉପସ୍ଥିତିରେ ଛୋଟ ମୂର୍ତ୍ତି ସ୍ଥାପନ କରି ପୂଜା କରାଯାଇଥିବାର ଦେଖିବାକୁ ମିଳିଛି .
ସୁକିନ୍ଦାରେ ଫିକା ପଡିଲା ବିଶ୍ୱକର୍ମା ପୂଜା ।

