Site icon Awaj Media

ସର୍ପ ଭୟାବହତା ନିରାକରଣ କାର୍ଯ୍ୟକ୍ରମ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ସହୀଦ ବାଜି ରାଉତଙ୍କ ଜନ୍ମ ଦିନରେ ସର୍ପ ଭୟାବହତା ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଇତ ଜୀବନ ପରିବାର ତରଫରୁ ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନଙ୍କୁ ସର୍ପ ଭୟାବହତା ନିରାକରଣ ଓ ଚିକିତ୍ସା ବିଷୟରେ ଅବଗତ କରିଥିଲେ ସର୍ପର ସାଥି ତଥା ଏଇତ ଜୀବନ ଢେଙ୍କାନାଳ ଶାଖାର ସମ୍ପାଦକ ଶୁଭେନ୍ଦୁ ରାଉତରାୟ । ଏହି କାର୍ଯ୍ୟକ୍ରମରେ ଷ୍ଟେସନ ଅଫିସର ଅଂଶୁମାନଙ୍କ ସମେତ, ଭୁବନ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Exit mobile version