Site icon Awaj Media

ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପକ୍ଷ ପାଳନ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡିଶା ମିଶନ ଶକ୍ତି ଓ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତକରଣ ପକ୍ଷ ପାଳନ ନିମନ୍ତେ ରଗଡ଼ି ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏଥିରେ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ବିମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସାମିଲ କରାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର CRC ବିଜୟ ଲକ୍ଷ୍ମୀ ମହାନ୍ତି MBK ସୁକନ୍ୟା ମହାପାତ୍ର ଙ୍କ ଦ୍ୱାରା ସମଗ୍ର ପଞ୍ଚାୟତରେ ପଦଯାତ୍ରା କରି ଲୋକମାନଙ୍କୁ ସଚେତନ କରାଯାଇଥିଲା । ସମସ୍ତ ପଞ୍ଚାୟତ ବାସିନ୍ଦା କିଭଳି ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ ତାହା ସାଧାରଣ ଲୋକଙ୍କୁ ବୁଝା ଯାଇଥିଲା .

Exit mobile version