Site icon Awaj Media

ମୃତ ବୃଷଭକୁ ପୋତିଲେ ସ୍ଥାନୀୟ ଲୋକେ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) -ଜିଜ୍ଞାସୁ ସାହୁ : ମୁଖ୍ୟରାସ୍ତା କଡରେ ମୃତ ଅବସ୍ଥାରେ ପଡି ରହିଥିବା ବୃଷବକୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତିଲେ ସ୍ଥାନୀୟ ଲୋକେ । ସୁକିନ୍ଦା 53ନଂ ଜାତୀୟ ରାଜପଥ କଡ଼ରେ ଥିବା କଜଳେଶ୍ୱର ଶିଵ ମନ୍ଦିର ସାମ୍ନାରେ ସକାଳୁ ଏକ ବିଷଧର ସାପ ଦଂଶନରେ ବୃଷବର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା , ଦୀର୍ଘ ସମୟ ରାସ୍ତା କଡରେ ବୃଷବର ମୃତ ଦେହ ପଡି ରହିଥିବାର ସ୍ଥାନୀୟ ଲୋକେ ଦେଖିବାରୁ ତଥା ମୃତ ଦେହ ପଡିବ ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ରେଙ୍ଗାଲି କେନାଲ ଠିକା କାର୍ଯ୍ୟ କରୁଥିବା ବିରଜା କନଷ୍ଟ୍ରକସନକୁ ଯୋଗାଯୋଗ କରିବାରୁ ସ୍ଥାନୀୟ ଯୁବକ ମାନଙ୍କ ଉପସ୍ଥିତରେ ଠିକା ସଂସ୍ଥାର ଜେସିବି ଦ୍ଵାରା ଷଣ୍ଢଟିକୁ ବଡ଼ ଗାତ ଖୋଳି ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି ।

Exit mobile version