Site icon Awaj Media

ଅସହାୟଙ୍କ ସାହାରା ପାଲଟିଛି : ଇଓର୍ସ ହୋପ ଫାଉଣ୍ଡେସନ !!!

Spread the love

ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) : ଅସହାୟଙ୍କ ସାହାରା ପାଲଟିଛି ଇଓର୍ସ ହୋପ ଫାଉଣ୍ଡେସନ . ଅନୁଷ୍ଠାନ ତରଫରୁ ଗୋକୁଳପୁର କାକଟପୁର ରାସ୍ତା କଡରେ ରହୁଥିବା ଲୋକଙ୍କୁ କିଛି ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଛି, ସଂଗଠନର ସଦସ୍ୟମାନେ ବେସାହାରା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କୁ କିଛି ପୁରୁଣା ବସ୍ତ୍ର ଏବଂ ଶୀତବସ୍ତ୍ର ପ୍ରଦାନ କରିଛନ୍ତି . କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ରୀନାରାଣୀ ନାୟକ , ସ୍ଵିଟି ତମନା ଧଳ , ରଶ୍ମି ରଞ୍ଜନ ମିଶ୍ର , ଚିର ଅନୁଭବ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ l

Exit mobile version