Site icon Awaj Media

ବନ ବିଭାଗର ଚଢ଼ାଉ : 22 ଟି ଶାଳ ଲଗ ଜବତ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲା ମହୀପୁର ବନାଞ୍ଚଳ ଅଧୀନରେ ଥିବା ଗାତେରି ବିଟ ଅଧିନସ୍ଥ ଡ଼ିମିରିପଦର ଗ୍ରାମ ନିକଟରେ ବନବିଭାଗ ଚଢ଼ଉକରି 22 ଟି ଶlଳ ଲଗ ଜବତ କରିଛନ୍ତି l ଚୋରା କାଠ ଚାଲାଣ ସମ୍ପର୍କରେ ଖବର ପାଇଁ ମହୀପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶରେ ମହୀପୁର ଫରେଷ୍ଟର ବବୁଲ ସାହୁ, ଗାତେରି ବିଟ ଇନଚାର୍ଜ ଆଲୋକ କୁମାର ଗୁରୁ ଏବଂ ବନବିଭାଗ କର୍ମଚାରୀ ମିଳିତଭାବେ ଚଢ଼ଉକରି 92 ହଜାର ଟଙ୍କା ମୂଲ୍ୟର ଶlଳ ଲଗ ଜବତ କରିଛନ୍ତି l ବନବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି .

Exit mobile version