Site icon Awaj Media

ଐତିହାସିକ ଶୈବପୀଠ ବାବା ଧବଳେଶ୍ଵର ଉନ୍ନତିକରଣ ପାଇଁ ପ୍ରଶାସନକୁ ଭେଟିଲେ ସାମାଜିକ କର୍ମୀ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଐତିହାସିକ ଶୈବପୀଠ ତଥା ରାଜ୍ୟର ଏକ ପ୍ରମୂଖ ପର୍ଯ୍ୟଟନ ସ୍ଥଳୀ ହେଲା ବାବା ଧବଳେଶ୍ବର . ଏହି ପ୍ରାଚୀନ ମନ୍ଦିରର ଉନ୍ନତିକରଣ ଓ ପ୍ରବେଶ ଦ୍ୱାରରେ ତୋରଣ ନିର୍ମାଣ ପାଇଁ Public Rights Association Odisha ତରଫରୁ କଟକ ନଗରର ସଭାପତି ସଞ୍ଜୀତ ସାସମଲ ଏବଂ କଟକ ଜିଲ୍ଲା ସଭାପତି ଶିବୁ ପଟ୍ଟନୟକଙ୍କ ନେତୃତ୍ୱରେ ରାଜ୍ୟ ଏବଂ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି . କଟକ ଜିଲ୍ଲା ପ୍ରଶାସନ ସହିତ ପୀଠର ବିକାଶ ନିମନ୍ତେ ଆଲୋଚନା କରାଯାଇଛି । ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ତଥା କଟକ ଜିଲ୍ଲା ଓ ଆଠଗଡ଼ର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

Exit mobile version