Site icon Awaj Media

କରୋନାର ଦ୍ଵିତୀୟ ଲହରୀ : ପୁଣି ଫେରିଲା ନାଇଟ କର୍ଫ୍ୟୁ !!!

Spread the love

ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଜନିତ ସଂଖ୍ୟା ବଢିବା ପରେ କରୋନାର ଦ୍ଵିତୀୟ ଲହରୀ ନେଇ ଜୋର ଧରିଛି ଚର୍ଚ୍ଚା . ବିଭିନ୍ନ ରାଜ୍ୟରେ ପାର୍ବଣ ପରବର୍ତ୍ତୀ ସ୍ଥିତିରେ ସଂକ୍ରମଣ ବଢିବାର ଲକ୍ଷ୍ୟ କରାଯିବା ପରେ ଅନେକ ସହରରେ ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି . ତେବେ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେବି ମୃତ୍ୟୁ ସଂଖ୍ୟା ଉଦବେଗଜନକ . ଦେଶର କିଛି ପ୍ରମୂଖ ସହରରେ ରାତି ୯ ଟା ଠାରୁ ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଥିବାର ସୂଚନା ମିଳିଛି .

Exit mobile version