Site icon Awaj Media

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ଝାରକଟା ଗ୍ରାମର ଧର୍ମପରାୟ ଵ୍ୟକ୍ତି ,ସାହି ମୁରବୀ, ଝାରକଟା ସ୍ଥିତ ରାଧା ମାଧବ-ରାଧା ଗୋବିନ୍ଦ ମନ୍ଦିରର ପୂର୍ବତନ ପୂଜକ ତଥା ବେଣ୍ଟକାର ବଜାରର ପୂର୍ବତନ ବ୍ୟବସାୟୀ ସ୍ୱର୍ଗତ ଦୁର୍ଯ୍ୟୋଧନ ପାଣି(୮୬)ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି . ବେଣ୍ଟକାର ବଜାର କମିଟି, କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ବୟାଳିଶ ମୌଜ଼ା “ନେତାଜୀ ସୁବାଷ ସ୍ମୃତି ପରିଷଦ” ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ! ସ୍ୱର୍ଗତ ପାଣିଙ୍କ ମର ଶରୀର ଗ୍ରାମ ପରିକ୍ରମା ପରେ ପୈତୃକ ସ୍ଥାନରେ ଶବଦାହ କରାଯାଇଥିଲା !

Exit mobile version