Site icon Awaj Media

ଅଶୋକଝରରେ ତିନି ଦିନ ପାଇଁ କର୍ଫ୍ୟୁ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ନୂଆ ବର୍ଷରେ ଗହଳି ଉପରେ ରୋକ ଲଗାଇବା ପାଇଁ ସୁକିନ୍ଦାର ପର୍ଯ୍ୟଟନ କ୍ଷେତ୍ର ଅଶୋକଝରରେ ପ୍ରଶାସନ ତରଫରୁ ତିନି ଦିନ ପାଇଁ କର୍ଫ୍ୟୁ ଲଗାଯାଇଛି . ପର୍ଯ୍ୟଟକ ମାନଙ୍କର ଗହଳିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ତରଫରୁ ସୁକିନ୍ଦାର ପର୍ଯ୍ୟଟନ କ୍ଷେତ୍ର ଅଶୋକଝରର ସମ୍ପୁର୍ଣ୍ଣ ସ୍ଥାନକୁ ସ୍ଥାନୀୟ ପ୍ରଶାସନ ତରଫରୁ ତିନି ଦିନ ପର୍ଯ୍ୟନ୍ତ ସରକାରୀ ଆଇନ ଅନୁଯାୟୀ କର୍ଫ୍ୟୁ ଲଗାଯାଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରା .

Exit mobile version