Site icon Awaj Media

ନଗଡ଼ାରେ ନୂଆବର୍ଷ ପାଳିଲେ ବ୍ରଦରହୁଡ଼ ପରିବାରର ସଦସ୍ୟ !!!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଇଂରାଜୀ ନବବର୍ଷ କୁ ନିଆରା ଢଙ୍ଗରେ ପାଳିଛି ବ୍ରଦରହୁଡ଼ ପରିବାର . ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ ର ନଗଡ଼ାରେ ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି କେକ କାଟିଥିଲେ . ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ବ୍ରଦରହୁଡ଼ ପରିବାର ତରଫରୁ ଫାଉଣ୍ଡର ସତ୍ୟଜିତ ସେନାପତିଙ୍କ ତତ୍ୱାବଧାନରେ ସଂଗଠନର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ସୁକିନ୍ଦା ବ୍ଲକ ଅଧିନସ୍ଥ ଅପହଞ୍ଚ ଇଲାକା ନଗଡା ଠାରେ ନୂତନ ବର୍ଷକୁ ସ୍ୱାଗତ କରିବା ସହ ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା .

Exit mobile version