Site icon Awaj Media

ସୁବ୍ରତ କୁମାର ପରିଡା ନୂଆଗାଁ ବ୍ଲକ ଛାତ୍ର ବିଜେଡି ସଭାପତି ମନୋନୀତ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ରାଜ୍ୟ ବିଜେଡିର ସାଙ୍ଗଠନିକ ନିର୍ବାଚନ ଏବଂ ମନୋନୟନ ପ୍ରକ୍ରିୟା ଜାରି ରହିଥିବା ସମୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଛାତ୍ର ବିଜେଡି ସଭାପତି ଭାବରେ ସୁବ୍ରତ କୁମାର ପରିଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି . ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ , ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏବଂ ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ଅନୁମୋଦନ କ୍ରମେ ଏହି ଦାୟିତ୍ୱ ମିଳିଥିବାରୁ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କୁ ଦେଖାକରି କୃତଜ୍ଞତା ଜଣାଇଛନ୍ତି ସୁବ୍ରତ . ଆଗାମୀ ଦିନରେ କିପରି ନୂଆଗାଁ ବ୍ଲକ ରେ ଛାତ୍ର ବିଜେଡି କୁ ଅଧିକ ରୁ ଅଧିକ ମଜବୁତ କରାଯିବ ସେ ବାବଦରେ ଚେଷ୍ଟା ଜାରିରହିବ ବୋଲି ପ୍ରକାଶ କରିଛନ୍ତି.

Exit mobile version