Site icon Awaj Media

ଆନ୍ଦୋଳନକୁ ଓହ୍ଲାଇବ ଅଙ୍ଗନବାଡି କର୍ମଚାରୀ ସଂଘ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା କମିଟି ବୈଠକ ସାମ୍ମୁଖ୍ୟ ସଭାପତି ଜୋସ୍ନାରାଣୀ ପଣ୍ଡା ଙ୍କ ସଭାପତିତ୍ୱରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଙ୍ଗଠନ କୁ ମଜଭୁତ କରିବା ସହ କେନ୍ଦ୍ର ସରକାର କେନ୍ଦ୍ରୀୟ ଅନୁଦାନ କମାଇବା ପଦକ୍ଷେପ କୁ ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ଵାନ ଦେଇଥିଲେ ।

Exit mobile version