Site icon Awaj Media

ନୟାଗଡ଼ରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

Spread the love

ନୟାଗଡ଼ ଏସପି ଏକାଦଶ ଓ ଡିଏଫଓ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସ୍ଥାନୀୟ ମହୋତ୍ସବ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏସପି ସିଦ୍ଧାର୍ଥ କଟାରିୟା ଙ୍କ କ୍ୟାପଟେନ ସିପ୍ ରେ ପୋଲିସ ଏକାଦଶ ପିଙ୍କ୍ ଜର୍ସି ରେ ପଡିଆକୁ ଆସିଥିବା ବେଳେ ଡିଏଫଓ ଧନରାଜ ଏଚ୍ ଡି ଙ୍କ କ୍ୟାପଟେନ ସିପ୍ ରେ ଡିଏଫଓ ଏକାଦଶ ବ୍ଲୁ ଜର୍ସି ରେ ପଡିଆକୁ ଆସିଥିଲେ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ପନ୍ଦର ଓଭର ରେ ଏସପି ଏକାଦଶ ୧୧୪ ରନ ସଂଗ୍ରହ କରିଥିବା ବେଳେ ନିର୍ଧାରିତ ଓଭର ରେ ଡିଏଫଓ ଏକାଦଶ ୧୧୫ ରନ ସଂଗ୍ରହ କରି ମ୍ୟାଚ ରେ ବିଜୟ ହାସଲ କରିଥିଲା ।

Exit mobile version