Site icon Awaj Media

ମଦୁଆ ଡ୍ରାଇଭରଙ୍କ ଉପରେ ବାଙ୍କୀ ପୁଲିସର ଅଙ୍କୁଶ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସଡକ ସୁରକ୍ଷା ସପ୍ତାହ ଚାଲୁଥିବା ବେଳେ ମାସ ସାରା ଓଡିଶା ର କୋଣ ଅନୁକୋଣ ରେ ଗାଡି ଚାଳକ ମାନଙ୍କୁ ସଚେତନ କରିବା ସହ ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ତଣ୍ଡ ଆଦାୟ କରୁଛି ପୋଲିସ, ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସମୟରେ କଟକ ବାଙ୍କୀ ମୁଖ୍ୟ ରାସ୍ତା ର ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ସଡକ ସଚେତନ କରାଇବା ସହ ଅମାନିଆ ମାନଙ୍କୁ ସାବାଡ କରିଛି ବାଙ୍କୀ ପୋଲିସ , ଏହି ଚେକିଙ୍ଗ ସମୟରେ ବାଙ୍କୀ ପୋଲିସ ସଡକ ସଚେତନତା ସୃଷ୍ଟି କରିବା ସହ ଅମାନିଆ ମାନଙ୍କୁ ସାବାଡ କରି ଫାଇନ ପକାଇ ଥିବା ଦେଖିବାକୁ ମିଳିଥିଲା , ଆଜି ବାଙ୍କୀ ପୋଲିସ ର ଏଭଳି କାର୍ଯ୍ୟକ୍ରମ କୁ ବାଙ୍କୀ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଥିବା ବେଳେ ସମସ୍ତେ ସଚେତନ ହେଲେ ଦୁର୍ଘଟଣା ହାର କମିବ ବୋଲି ମତପ୍ରକାଶ ପାଇଛି

Exit mobile version