Site icon Awaj Media

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନୟାଗଡ ରାଣୀ ପ୍ରଦାନ କଲେ ସହଯୋଗ ରାଶି !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଥିବା ସମୟରେ, ପୂର୍ବତନ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟର ସ୍ଥାୟୀ ସଦସ୍ୟା ନୟାଗଡ଼ର ରାଣୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଉକ୍ତ ଅଭିଯାନରେ ସାମିଲ ହେବା ସହିତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସୁଦର୍ଶନ ଦାସ ଙ୍କ ଜରିଆରେ ଏକ ଲକ୍ଷ ଟଙ୍କା ଅର୍ପଣ କରିଛନ୍ତି । ରଥି ସହିତ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନୟାଗଡ଼ ବାସି ତଥା ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

Exit mobile version