Site icon Awaj Media

ମା ତାରିଣୀ ଆଞ୍ଚଳିକ ସେବା ଓ କଲ୍ୟାଣ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ମା ତାରିଣୀ ଆଞ୍ଚଳିକ ସେବା ଓ କଲ୍ୟାଣ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠାନ ପକ୍ଷରୁ ମହୁଲିଆ ତାରିଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପଦ୍ମଚରଣ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡକ୍ଟର ସତ୍ୟପ୍ରିୟ ସାହୁ, ମୁଖ୍ୟବକ୍ତା ଭାବେ ଆର୍ତ୍ତତ୍ରାଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରୀନା ସାହୁ, ପ୍ରସନ୍ନ ପାଣି, ସର୍ବେଶ୍ଵର ମାର୍ଥା, ହାଡିବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version