Site icon Awaj Media

ଗଜପତିରେ ପୁଣି ଚିହ୍ନଟ ହେଲେ ନୂଆ 82 ଜଣ ଆକ୍ରାନ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 82 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 23 ଜଣ, ଗୋଶାଣି ବ୍ଳକରେ 8 ଜଣ, କାଶୀ ନଗର ବ୍ଳକରୁ 14ଜଣ , ମୋହନା ବ୍ଳକରୁ 14 ଜଣ, ନୂଆଗଡ଼ ବ୍ଳକରୁ 8 ଜଣ, ଆର.ଉଦୟଗିରି ବ୍ଳକରୁ 6 ଜଣ, ରାୟଗଡ଼ ବ୍ଳକରୁ 9 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି . ପଜିଟିଭ ଚିହ୍ନଟ ହେବା ପରେ କିଛି ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲ , କୋଭିଡ଼ କେୟାର ସେଣ୍ଟର କୁ ପଠା ଯାଇଥିବା ସମୟରେ ଅନ୍ୟମାନେ ହୋମ ଆଇସୋଲେସନ ରେ ଅଛନ୍ତି ।

Exit mobile version