Site icon Awaj Media

ଢେଙ୍କାନାଳ ପୌରପାଳିକା ତରଫରୁ ମଶା ଓ ମାଛି ନାଶକ ଔଷଧ ସିଞ୍ଚନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ତରଫରୁ ଢେଙ୍କାନାଳର ବିଭିନ୍ନ ୱାର୍ଡ ମାନଙ୍କରେ ପୌରପାଳିକାର କର୍ମଚାରୀ ମାନେ ବୁଲି ବୁଲି ମଶା ଓ ମାଛି ନାଶକ ଔଷଧ ସିଞ୍ଚନ କରିଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବାରୁ ନାଳ ନର୍ଦମା ତଥା ସହର ବିଭିନ୍ନ ୱାର୍ଡକୁ ଯୋଗ କରୁଥିବା ଡ୍ରେନ ଗୁଡିକରେ ଔଷଧ ସିଞ୍ଚନ କରାଯାଇଛି , ବର୍ଷା ଋତୁରେ ମଶା ବଂଶ ବୃଦ୍ଧି ପାଇ ସଂକ୍ରାମକ ରୋଗ ହେବାର ଆଶଙ୍କା ଥିବାରୁ କିଭଳି ଭାବେ ଲୋକମାନେ ଏମାନଙ୍କ କବଳରୁ ରକ୍ଷା ପାଇବା ସହ ମେଲେରିଆ କିମ୍ବା ଅନ୍ୟାନ୍ୟ ରୋଗରୁ ରକ୍ଷା ପାଇବେ ସେଥିପାଇଁ ପୌରପାଳିକା ତରଫରୁ ଏପରି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି ।

Exit mobile version