Site icon Awaj Media

ସ୍କୁଲ ରେ ତାଲା : ଛାତ୍ର ଛାତ୍ରୀ ପାଲଟିଲେଣି କୁଲି ବିକାଳୀ !!!

Spread the love

ରାୟଗଡା (ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ପାଠ ସାଠ ଛାଡିବା, କୁଲି ତୋଳିବା , ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା, ପେଣ୍ଟlଗ୍ରାମ ରେ ଥିବା ସ୍କୁଲ ପରିସରରେ . କରୋନା କଟକଣା ଯୋଗୁ ବନ୍ଦ ଥିବାରୁ ପିଲା ମାନେ ଜଙ୍ଗଲ କୁ ଯାଇ କୁଲି, ଆମ୍ବ ତୋଳି ରାଜରାସ୍ତା କଡ଼ରେ ବିକ୍ରି କରୁଛନ୍ତି, ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦିଅନ୍ତି, ପିଲା ମାନଙ୍କ ଭବିଷ୍ୟତ କଣ ହେବ ତାହା ଆଗାମୀ ଦିନରେ ରେ ଜଣା ପଡିବ .

Exit mobile version