Site icon Awaj Media

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଓଡ଼ିଶାର ଗଣପର୍ଵ ରଜ ତିନିଦିନ ବ୍ୟାପି ସାରା ରାଜ୍ୟରେ କରୋନା କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି । କଟକ ସଦର ବ୍ଲକ ଶଙ୍ଖତ୍ରାସ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ପୂଜା ଦାଶ,ମାମା ବୈଠାଳୁ ଶଙ୍ଖତ୍ରାସରେ,ସାଇ ଲେଙ୍କା,ନିଲୁ ବୈଠାଳୁ,ମିକି ବୈଠାଳୁ,ରିମା ଓଝା,ଝିମି ସାହୁ,ସିମି ସାହୁ,ଭୂମି ସାହୁ, ପୂଜା ବାରିକ,ଗୋଲାପ ବୈଠାଳୁ,ସମି ବୈଠାଳୁ,ବର୍ଷା, ସାଇ ବୈଠାଳୁ,ସୀମା ଓଝା, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ରଜ ଦୋଳି ଖେଳ,ପୋଡପିଠା ଖାଇ ପାଳନ କରିଛନ୍ତି ଏଥିସହ ବୟାଳିଶମୌଜ଼ାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଯାଇଛି ।

Exit mobile version