Site icon Awaj Media

ନିୟତି ମାନସିକ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ କୋଭିଡ ଟୀକାକରଣ !!

Spread the love

ଗଜପତି ( ଆୱାଜମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ପୋୖରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟତି ମାନସିକ ଅନୁଷ୍ଠାନର ୧୮ବର୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ କୋଭିଡ ଟୀକା କାରଣ କରା ଯାଇଛି। ଆସନ୍ତା କାଲି ୧୮-୦୬-୨୦୨୧ ମଧ୍ୟ ଏହି ପିଲାଙ୍କର ଟୀକାକରଣ କାର୍ଯ୍ୟ ଚାଲୁ ରହିବ।

ଜିଲ୍ଲା ମୁଖ୍ୟ ଚିକିଛlଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଯୋଗଦେଇଥିଲେ। ସୁଶ୍ରୀ ମମତା ପାଢ଼ୀ,ଜନସ୍ୱାସ୍ଥ୍ୟ ଅଧିକାରୀ ବ୍ୟକ୍ତିଗତ ତଦାରଖରେ ଆଜିର ଟୀକରଣ କାର୍ଯ୍ୟ ସଫଳ ହୋଇଛି। ଶ୍ରୀ ଭାଗବତ ପାଢ଼ୀ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ,ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ନିର୍ଦେଶକ ହେଲ୍ପ ,ନିୟତିର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସୁଶ୍ରୀ ଜ୍ୟୋଷ୍ଣା ଡାକୁଆ,ଦେବଦତ୍ତ ବେବର୍ତ୍ତା ପ୍ରଭୃତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version