Site icon Awaj Media

ଆରପାରିରେ ଆଦର୍ଶ ମହିଳା ପଦ୍ମାବତୀ ପରିଡା : ବମ୍ବୁରୀରେ ଶୋକ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରୀ ଗ୍ରାମର ଧର୍ମପ୍ରାଣା ମହିଳା, ମିଷ୍ଟଭାଷୀ ତଥା କଣ୍ଠଶିଳ୍ପୀ ଭାବେ ପରିଚିତ ପଦ୍ମାବତୀ ପରିଡା ପରଲୋକରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଏକାଦଶାହରେରେ ସ୍ଥାନୀୟ ଅଞ୍ଚଳ ର ବାସିନ୍ଦାଙ୍କ ସମେତ ପୁତ୍ର ନରେଶ ଚନ୍ଦ୍ର ପରିଡା, ରମେଶ ଚନ୍ଦ୍ର ପରିଡା, ନାତି ଓମପ୍ରକାଶ ପରିଡା, ଖିତିଶ ପରିଡା, ଲୋକନାଥ ରାଉତ, ନାତୁଣୀ ପ୍ରଜ୍ଞା ପରମିତା ପରିଡା, ସୌମ୍ୟାଶ୍ରୀ ସୁଭସ୍ମିତା ପରିଡା, ଶୁଭଶ୍ରୀ ଶୁଭସ୍ମିତା ପରିଡା, ସାଧିକା, ଦେବୀକା, ରାଜା, ଶ୍ରୀ, ଅଣନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହି ଶୋକ ପାଳନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Exit mobile version