Site icon Awaj Media

ପୃଥିକିକରଣ ବିଭାଗ ସହିତ ଅମ୍ଳଜାନ ଗ୍ୟାସ ପାଇପ ଲାଇନ୍ ପ୍ରଣାଳୀର ଶୁଭ ଉଦଘାଟନ !

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପୃଥିକିକରଣ ବିଭାଗ ସହିତ ଅମ୍ଳଜାନ ଗ୍ୟାସ ପାଇପ ଲାଇନ୍ ପ୍ରଣାଳୀର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳ ରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନ ସହିତ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ମଧ୍ୟ ପୃଥିକିକରଣ ବିଭାଗ ସହିତ ଅମ୍ଳଜାନ ଗ୍ୟାସ ପାଇପ ଲାଇନ୍ ପ୍ରଣାଳୀ ର ଭର୍ଚୁଆଲ ମାଧ୍ୟମ ରେ ଶୁଭ ଉଦଘାଟନ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ . ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସହିତ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ମଧ୍ୟ ଉପସ୍ଥିତ ଥିଲେ ।

Exit mobile version