Site icon Awaj Media

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ଆୟତପୁର ପଞ୍ଚାୟତର ଦାମୋଦରପୁର -୨ ଉତ୍କଳମଣି ଗୋପବନ୍ଧୁ ସମାଜସେଵା ଗୋଷ୍ଠୀକେନ୍ଦ୍ର ପକ୍ଷରୁ ମହାନ ଦେଶ ସେବକ ଗୋପବନ୍ଧୁ ଦାସଙ୍କ ୯୩ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁସଲିମ ସାହିରେ ଶ୍ରୀଧର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣେଶ୍ୱର ଶତପଥୀ, ମହମ୍ମଦ ଓସିଉଲ୍ଲା, ଅଶୋକ ପଟ୍ଟନାୟକ, ମାନଶ ଶୁକ୍ଳ, ପ୍ରଦୀପ୍ତ ମହାଳୀ, ପ୍ରଶାନ୍ତ ନାୟକ, ଜଗନ୍ନାଥ ଦାସ, ଶଶିଶେଖର ଦାସ, କୃଷ୍ଣ ଚନ୍ଦ୍ର ନାୟକ, ପତିତପାବନ ନାୟକ, ନାରାୟଣ ଦାସ, ଜ୍ୟୋତି ରଂଜନ ସିନା, ଅବୁସ୍ୱାଲେହ, ସେକ ସୁରଜ ଅଲ୍ଲୀ, ସାରୁଖ ଖାଁ, ଜହିର ଅବାସ ଖାଁ, ଅଜହର ଖାଁ, ୟାକୁବ ଖାଁ, ନସୁର ଖାଁ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version