Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଯଶପଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କିଶନନଗର ଥାନା ଯଶପଡା ପଞ୍ଚାୟତର କେଳିକନ୍ଦମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି ।

ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ଅନନ୍ତ କୁମାର ନାଥ, ମନୋଜ ଭୋଇ, ପରମେଶ୍ୱର ମଲିକ, ଅନନ୍ତ ପରିଡା, ରାଜେଶ ସେଠୀ, ଆଲେକା ସେଠୀ, ଯଶବନ୍ତ ନାଥ, ବୁଲୁ ବେହେରା, ଜଗା ହେହେରା, ଅନିଲ ନାଥ, ସୁକାନ୍ତ ନାଥ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ କର୍ଯ୍ୟକର୍ତା ଉପସ୍ଥିତ ରହି ବହୁ ପ୍ରଜାତିର ବୃକ୍ଷ ରୋପଣ କରିଛନ୍ତି ।

Exit mobile version