Site icon Awaj Media

ଭାପୁର ମେଡିକାଲ ପରିସର ରୁ ସାପ ଉଦ୍ଧାର !!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରୁ ବିଷଧର ସାପ ଉଦ୍ଧାର . ମେଡିକାଲ ପରିସରରେ ସାପ ବୁଲୁଥିବାର ଦେଖି ଲୋକମାନେ ସ୍ଥାନୀୟ ସାପ ଧରାଳି ଜିତେନ୍ଦ୍ର ସାହୁ ଙ୍କୁ ସୂଚନା ଦେଇଥିଲେ . ଘଟଣା ସମ୍ପର୍କରେ ଶୁଣିବା ପରେ ଭାପୁର ଗ୍ରାମର ଜିତେନ୍ଦ୍ର ସାହୁ ସାଙ୍ଗେ ସାଙ୍ଗେ ମେଡିକାଲ ରେ ପହଞ୍ଚି ସାପ ଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ . ସୂଚନା ଯୋଗ୍ୟ , ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜିତେନ୍ଦ୍ର ସାହୁ ସ୍ଥାନୀୟ ଅଞ୍ଚଳରେ ସାପ ଉଦ୍ଧାର କରି ଲୋକଙ୍କୁ ବିପଦରୁ ରକ୍ଷା କରିବା ସହିତ ସାପ ମାନଙ୍କୁ ସୁରକ୍ଷିତ ଭାବରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥାନ୍ତି .

Exit mobile version