Site icon Awaj Media

ତାଳଚେର , କଣିହାଁ ଓ ପାଲଲହଡା ବ୍ଲକ ରେ କଂଗ୍ରେସ ର ନୂତନ ସଭାପତି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ର ତାଳଚେର , କଣିହାଁ ଓ ପାଲଲହଡା ବ୍ଲକ ରେ କଂଗ୍ରେସ ର ନୂତନ ସଭାପତି ନିଯୁକ୍ତ . ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିଧିବଦ୍ଧ ଭାବରେ ତାଳଚେର, କଣିହାଁ ଓ ପାଲଲହଡା ବ୍ଲକର ନୂତନ ବ୍ଲକ୍ ସଭାପତି ଭାବରେ ତିନି ଜଣଙ୍କୁ ନିଯୁକ୍ତି କରାଯାଇଛି । ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ନବ ନିଯୁକ୍ତ ସଭାପତି ମାନେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି .

Exit mobile version