Site icon Awaj Media

ପବିତ୍ର ଗୁରୁପୂର୍ଣ୍ଣିମାରେ ସାଧୁ ସନ୍ଥଙ୍କୁ ପୂଜାର୍ଚ୍ଚନା କଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଗୁରୁପୂର୍ଣ୍ଣିମା ଅବସର ରେ ସାଧୁ ସନ୍ଥଙ୍କୁ ପୂଜାର୍ଚ୍ଚନା କଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା । ପବିତ୍ର ଗୁରୁପୂର୍ଣ୍ଣିମା ପାଳନ ଅବକାଶରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନେ ପହଞ୍ଚି ସାଧୁ ସନ୍ଥ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉତ୍ତରୀୟ ପିନ୍ଧାଇଛନ୍ତି . ସାଧୁମାନଙ୍କୁ ମିଠା ଖୁଆଇ ହିନ୍ଦୁ ରୀତି ନୀତି ଅନୁସାରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୁରୁପୂର୍ଣ୍ଣିମା ପାଳନ କରିଥିବା ଦେଖିବକୁ ମିଳିଛି ।

Exit mobile version