Site icon Awaj Media

ପରାଢିପୀ ଗ୍ରାମରେ ରଘୁନାଥ ଜୀଉ କ୍ଳବ ଉଦଘାଟନ କଲେ ଦଶପଲ୍ଲା ବିଧାୟକ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଳକ୍ ଅନ୍ତର୍ଗତ ପରାଢିପୀ ଗ୍ରାମରେ ଉଦଘାଟିତ ହୋଇଯାଇଛି ରଘୁନାଥ ଜୀଉ କ୍ଲବ . ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭବରେ ଯୋଗଦେଇ କ୍ଲବ କୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୁପେ ନୁଆଗାଁ ବ୍ଳକ୍ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ , ବ୍ଲକ ଉପଧକ୍ଷ୍ୟା ପୁଷ୍ପାଞ୍ଜଳୀ ସାହୁ , ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ , ଛାତ୍ର ବିଜେଡି ନୟାଗଡ଼ ଜିଲା ଉପ-ସଭାପତି ଅମୁଲ୍ୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରଘୁନାଥ ଜୀଉ କ୍ଲବ ଉଦଘାଟନ ଅବସରରେ ଅତିଥି ଏବଂ କ୍ଲବ ର ସଦସ୍ୟ ମାନେ ବୃକ୍ଷରୋପଣ କରିଥିଲେ ।।

Exit mobile version