Site icon Awaj Media

ଶିକ୍ଷାନୁଷ୍ଠାନ ପରିସର ହେଲା ସାନିଟାଇଜ !

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଆସନ୍ତା କାଲି ଠାରୁ ରାଜ୍ୟରେ ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଖୋଲିବା ପୂର୍ବରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଶନିବାର ଓ ରବିବାର ଭାପୁର ବ୍କକ ଅନ୍ତର୍ଗତ ବାଇଗୁଣିଆ ପଠାଣିସାମନ୍ତ କଲେଜ ଏବଂ ପଦ୍ମାବତୀ ପ୍ରହଲ୍ଲାଦ ମହାବିଦ୍ୟାଳୟ ପରିସର , ଶ୍ରେଣୀଗୃହ ଗୁଡିକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା ।

Exit mobile version