ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସହରର କ୍ଷେତ୍ରିବରପୁର ଠାରେ କାର୍ଯ୍ୟକ୍ଷମ ଥିବା ଆବର୍ଜନା ପରିଚାଳନା କେନ୍ଦ୍ର କୁ ରାଜ୍ୟ ସରକାର ଆଇ.ଏସ. ଓ ମାନ୍ୟତା ପ୍ରଦାନ କରିଛନ୍ତି । ସହରରୁ ଅଳିଆ ଆବର୍ଜ୍ଜନା ସଫା କରିବାରେ ନୟାଗଡ଼ ପୈାର ପରିଷଦର ସଫଳ ପ୍ରୟାସ ଓ ପଦକ୍ଷେପ ନିମନ୍ତେ ଏହି ମାନପତ୍ର ପ୍ରଦାନ କରାଯାଇଛି। କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର କୁ ଜୈବିକ ମିଶନ ଶକ୍ତି ଗୋଷ୍ଠୀ ଦ୍ୱାରା ପରିଚାଳନା କରାଯାଉଛି ।
ଆଇ.ଏସ.ଓ ମାନ୍ୟତା ପାଇଲା ନୟାଗଡ଼ ଆବର୍ଜନା ପରିଚାଳନା କେନ୍ଦ୍ର !!

