Site icon Awaj Media

ଭାରସାମ୍ୟ ହରାଇ ଓଲଟିଲା ମାଲବାହି ଟ୍ରକ୍ ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ . ନାଚୁଣୀ କଇଥପଲା ମଝି ରାଜରାସ୍ତା ରେ ଆନ୍ଧ୍ରରୁ ଭୁବନେଶ୍ଵର ଯାଉଥିବା ମାଲବାହି ଟ୍ରକ୍ ଭାରସାମ୍ୟ ହରାଇ ବିପରୀତ ଦିଗକୁ ଓଲଟି ପଡିଛି . ଏଥିରେ କେହି ମୃତାହତ ହୋଇ ନଥିଲେ ସୁଦ୍ଧା , ରାସ୍ତା ଅବରୋଧ କାରଣରୁ ରାସ୍ତାଦେଇ ଯାଉଥିବା ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି . ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ପହଞ୍ଚି ଟ୍ରକଟିକୁ ହଟାଇବାକୁ ବ୍ୟବସ୍ଥା ଆରମ୍ଭ କରିଛନ୍ତି .

Exit mobile version