Site icon Awaj Media

ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ୟୁଥ ଫର ଆକ୍ସନ ର ସଭାପତି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ନୂତନ ଭାବରେ ଗଠିତ ହୋଇଥିବା ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟଙ୍କୁ ବାଙ୍କୀ ୟୁଥ ଫର ଆକ୍ସନ ର ସଭାପତି ବିଶ୍ୱଜିତ ବିଶ୍ୱାଳ ଶୁଭେଚ୍ଛା ଜଣାଇଛନ୍ତି . ସଂଗଠନର ନବ ନିଯୁକ୍ତ ସଭାପତି ,ସାଧାରଣ ସମ୍ପାଦକ , ମିଡିଆ ସଂଯୋଜକ ଏବଂ ଅନ୍ୟ କର୍ମକର୍ତ୍ତା ମାନଙ୍କୁ ୟୁଥ ଫର ଆକ୍ସନ ବାଙ୍କୀ ପରିବାର ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି . ଆଗାମୀ ଦିନରେ ବାଙ୍କୀ ର ଅଭାବ ଅସୁବିଧାକୁ ନିରପେକ୍ଷ ଭାବରେ ଲୋକ ଲୋଚନକୁ ଆଣିବା ସହିତ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ସଂଘ ତାର କଲମ ଟାଣ କରିବା ବୋଲି ଆଶା ପ୍ରକଟ କରିଛନ୍ତି ବାଙ୍କୀ ୟୁଥ ଫର ଆକ୍ସନ ସଭାପତି ବିଶ୍ୱଜିତ ବିଶ୍ୱାଳ !

Exit mobile version