Site icon Awaj Media

ସରସ୍ଵତୀ କଳା ପରିଷଦ ପକ୍ଷରୁ ଶିକ୍ଷା, ଶିକ୍ଷକ, ଶିକ୍ଷାୟାତନ ଓ ବିଦ୍ୟାର୍ଥୀ ଶୀର୍ଷକ ଆଲୋଚନା ଚକ୍ର ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଗୁରୁ ପୂଜନ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । ସମ୍ପାଦକ ଆଶୋକ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ, ମହେଶ୍ୱର ବେହେରା, ଅଲେଖ ଚନ୍ଦ୍ର ବେଉରା, ସ୍ତମ୍ବକାର ବିକ୍ରମ ନନ୍ଦ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ମଞ୍ଜୁଳା ମହାରଣା, ଉପଦେଷ୍ଟା ଦୈତାରି ପ୍ରଧାନ, ଇଂ.ସେବକ ଶ୍ରୀକାନ୍ତ, କଣ୍ଠଶିଳ୍ପୀ ଅମିୟ ରଞ୍ଜନ ପଟ୍ଟନାୟକ, ରଞ୍ଜନ ଜେନା , ବିଶ୍ୱଜିତ ସାହୁ , ଗୁରୁମା ରେଶ୍ମା, ସୁଇଟି, ଝୁମୁରି, ବର୍ଷା,ସୁହାନି, ପପିନା, ଜୁଜୁ, ବିଶାଳ, ସୂର୍ଯ୍ୟ ପ୍ରମୁଖ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଷଦର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ପରିଷଦର କଳାବିହାର ସ୍ଥିତ କାର୍ଯ୍ୟାଳୟରେ ପାଳନ କରାଯାଇଛି ।

Exit mobile version