Site icon Awaj Media

କଟକ ଜିଲ୍ଲା ଯୁବ ବିଜେଡି ଶାଖାର ହ୍ୱାଟସଅପ ଗ୍ରୁପ ଖେଳ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସବୁ ଚାଲିଛି ହ୍ଵାଟ୍ସଆପ ଗ୍ରୁପ ରେ . ନୂଆ ନିଯୁକ୍ତି , ଇସ୍ତଫା ପ୍ରଦାନ ଏପରିକି ଦଳରୁ ନିଲମ୍ବନ . ସଂଗଠନର କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ଦେଖିଲେ ଲାଗୁନି , ଏହା ରାଜ୍ୟରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳର ଏକ ଛାମୁଆ ସଂଗଠନ . ତାହା ପୁଣି କଟକ ପରି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର . ହଁ ଆମେ କହୁଛୁ କଟକ ଜିଲ୍ଲା ଯୁବ ବିଜେଡି କଥା .

Exit mobile version