Site icon Awaj Media

ଫୁଲୁଛି ଲୁଣା କରଣ୍ଡିଆ ନଦୀ : ଭୟରେ ଉପକୂଳ ଗ୍ରାମବାସୀ !!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ସମ୍ଭାବ୍ୟ ବନ୍ୟା କୁ ନେଇ ଭୟଭୀତ ପାଟକୁରା ଉପକୂଳ ଅଞ୍ଚଳ ର ବାସିନ୍ଦା । ଢିଅ ବଳରାମପୁର ସଠିଲୋ, ଆୟତପୁର, ବସୁପୁର ପଖଟ ପରି ଦ୍ଵିପାଞ୍ଚଳ ର ବାସିନ୍ଦା ଅନେକ ଥର ବନ୍ୟା ବିପତିର ସାମ୍ନା କରିଥିବା ବେଳେ ଆଗାମୀ ସମ୍ଭାବ୍ୟ ବନ୍ୟା କୁ ନେଇ ଏବେ ହୋଇମ ପଡିଛନ୍ତି ଚିନ୍ତିତ । ଆଜି ସକାଳୁ ଢିଆବଳରାମପୁର ଗ୍ରାମ ରେ ଅନେକ ଧାନ ଓ ଲଳିତା ଚାଷୀ ଙ୍କ ଜମି ରେ କରାଣ୍ଡିଆ ଓ ଲୁଣା ପାଣି ମାଡି ଯାଇଥିବା ବେଳେ ଚାଷୀ ଭାଇ ମାନେ ଏ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ନଦୀ ର ଜଳସ୍ତର ଆହୁରି ବଢିବା ନେଇ ସୂଚନା ଥିବା ବେଳେ ଲୋକ ପୁଣି ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ବନ୍ୟା ବିପତ୍ତି ର ସମୁଖୀନ ହେବା ନେଇ ଭୟଭୀତ ଅଛନ୍ତି ।

Exit mobile version