Site icon Awaj Media

ପାରିବାରିକ ବିବାଦ ତୁଟାଇ ଦମ୍ପତିଙ୍କୁ ଏକାଠି କଲେ ସାମାଜିକ କର୍ମୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାହାଘର ନୁହେଁ ଖେଳ ଘର, ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନ ପରେ ବିବାହ ବିଚ୍ଛେଦ , ସେଠୁ ଥାନା କୋର୍ଟ କଚେରୀ . ତେବେ କୋର୍ଟ ରେ କେଶ ଚାଲିବାର 4 ବର୍ଷ ପରେ ଦମ୍ପତି ଙ୍କୁ ପୁଣି ଏକାଠି କରେଇବାରେ ସକ୍ଷମ ହୋଇଛନ୍ତି ସମାଜିକ କର୍ମୀ . ପାରିବାରିକ କଳହକୁ ସମାଧାନ କରି ଏକାଧିକ ଭଙ୍ଗା ଘର କୁ ସଜାଡ଼ିବାରେ ସକ୍ଷମ ହୋଇଥିବା ସମାଜସେବୀ ଚିନ୍ମୟୀ ଦାସ ପୁଣି ସଜାଡ଼ିଛନ୍ତି ଆଉ ଏକ ଭଙ୍ଗ ଘର . ଦମ୍ପତି ଙ୍କୁ ଏକାଠି କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ ପୁଷ୍ପଲତା ପ୍ରଧାନ ଓ ଅନ୍ୟ କିଛି ମହିଳା ସଂଘର ସଦସ୍ୟା .

Exit mobile version