Site icon Awaj Media

କଳାପଥର ଗ୍ରାମରେ ଦୁର୍ଗାମାଧବ ପୂଜା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାରଦୀୟ ପୂଜାରେ ଉତ୍ସବ ମୁଖର ହୋଇ ପଡିଛି କଳାପଥର . କୋଭିଡ କଟକଣା କାରଣରୁ ସାଜସଜ୍ଜା ତୋରଣ ନିର୍ମାଣ ହୋଇ ନଥିଲେ ସୁଦ୍ଧା ବିଭିନ୍ନ ପୂଜା ମଣ୍ଡପରେ ଯଥାବିଧି ମୃଣ୍ମୟୀ ମୂର୍ତ୍ତୀ ପୂଜା ଆୟୋଜିତ ହେଉଛି . ମୁଖ୍ୟ ବଜାରରେ ମା ଦୁର୍ଗା ଏବଂ ଅନ୍ୟାନ୍ୟ ବଜାରରେ ହନୁମାନ , ନୃସିଂହ , କଳ୍କୀ ଅବତାର , ରାଧାକୃଷ୍ଣ , ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ , ଜଗନ୍ନାଥ ଏବଂ ରାଧାମାଧବ ମୂର୍ତ୍ତୀ ପୂଜା ପାଉଛନ୍ତି .

Exit mobile version