Site icon Awaj Media

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ର ଉପ-ସଭାପତି ଭାବେ ରବିଚନ୍ଦ୍ର ପାତ୍ର ମନୋନୀତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ର ଉପ-ସଭାପତି ରୂପେ ରବିଚନ୍ଦ୍ର ପାତ୍ର ମନୋନୀତ ହୋଇଥିବା ବିଷୟ ଜିଲ୍ଲା ସଭାପତି ଅନାମ ନାୟକ ଘୋଷଣା କରିଛନ୍ତି । ଶ୍ରୀ ପାତ୍ର କଂଗ୍ରେସ ର ଜଣେ ବରିଷ୍ଠ କର୍ମୀ, ସମାଜସେବୀ, ବାଲିଗୁଡ଼ା ର ପୂର୍ବତନ ସରପଞ୍ଚ, ବ୍ଲକ ସଭାପତି ଦାୟିତ୍ୱରେ ଥିଲେ । ଶ୍ରୀ ପାତ୍ର ଙ୍କୁ ମନୋନୀତ କରିଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟାୟକ, ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ, ସଂଯୋଜକ ଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇବା ସହ ସମଗ୍ର କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳ କୁ ମଜବୁତ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି ।

Exit mobile version