କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବିଜୁ ଜନତା ଦଳର ଉପ-ସଭାପତି ଭାବେ ଏସ କେ ମନୁଙ୍କୁ ଚୟନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଧାୟିକା ସାବିତ୍ରୀ ଅଗ୍ରୱାଲ , ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଓ ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡା ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ପକ୍ଷରେ , ଦଳ ଯେଉଁ ଆଶା ଭରଷା ରଖି ଉପ ସଭାପତି ଚୟନ କରିଛି ସେ ଦାୟିତ୍ୱ କୁ ସଠିକ ଭାବରେ ତୁଲାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ଏସ.କେ. ମନୁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଗରଦପୁର ବ୍ଲକ ଉପ-ସଭାପତି ଭାବେ ଚୟନ !!!

