Site icon Awaj Media

ବାଙ୍କୀ ରେ ନିମ୍ନମାନର ରାସ୍ତା ନିର୍ମାଣ କାମ କୁ ବିରୋଧ !!!

Spread the love

କ୍ଷମତାର ଅପବ୍ୟବହାର କରି କଣ୍ଠରୋଧ ପାଇଁ ଅପପ୍ରୟାସ : ପୁଲିସ ସାଜିଛି ମାଧ୍ୟମ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଗଣତନ୍ତ୍ରର ମୂଳ ଶକ୍ତି ହେଉଛନ୍ତି ଗଣ . ହେଲେ ପରିବର୍ତ୍ତିତ କ୍ଷମତା ରାଜନୀତିରେ ଗଣ ମାନେ ହୋଇ ପଡିଛନ୍ତି ଗୌଣ . ଲୋକଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିବା ନେତା ସାଧାରଣ ଲୋକଙ୍କ ଉପରେ ନିଜର ବଳ କଷୁଛନ୍ତି . ଆଉ ଏ କାମରେ ପ୍ରଚ୍ଛଦପଟ୍ଟ ର ଅସ୍ତ୍ର ସାଜିଛି ପୁଲିସ ବିଭାଗ . ଏପରିକି ଦୁର୍ନୀତି ଭ୍ରଷ୍ଟାଚାର ର ବିରୋଧ କରୁଥିବା ଲୋକଙ୍କୁ ଥାନାରେ ଘଣ୍ଟା ଘଣ୍ଟା ଧରି ବିନା କାରଣରେ ଅଟକ ରଖାଯାଉଛି . ଏପରି ଏକ ଘଟଣା ସାମନାକୁ ଆସିଛି ବାଙ୍କୀ ନିର୍ବାଚନ ମଣ୍ଡଳୀ ଢ଼ଂସର ଗ୍ରାମରୁ , ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଆଲୋଡନ ଦେଖା ଦେଇଛି .

କ୍ରମଶଃ . . . . .

Exit mobile version