କପିଳାସ ରେ ପହଞ୍ଚିଲା ଅନୁଗୁଳ ବନାଞ୍ଚଳ ରୁ ଉଦ୍ଧ।ର ହାତୀଛୁଆ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗତ ଅକ୍ଟୋବର ମାସ 29 ତାରିଖ ଦିନ ଅନୁଗୁଳ ବାଲିଜେରଙ୍ଗା ଅଞ୍ଚଳ ରୁ ଉଦ୍ଧ।ର ହୋଇଥିବା ହାତୀ ଛୁଆ କୁ ଆଜି ଢେଙ୍କାନାଳ ସ୍ଥିତ କପିଳାସ ହାତୀ ଉଦ୍ଧ।ର କେନ୍ଦ୍ରରେ ଛଡ଼ାଯାଇଛି । ଧରା ଯାଇଥିବା ହାତୀ ଛୁଆଟିର ବୟସ ପ୍ରାୟ 7 ବର୍ଷ ହେବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ହାତୀ ଛୁଆଟି କପିଳାସ ରେ ପହଞ୍ଚିବା ପରେ ଡାକ୍ତର ଙ୍କ ଦ୍ଵାରା ତାହାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯିବା ସହ ହାତୀଛୁଆଟିକୁ କ୍ଵରେଣ୍ଟାଇନ ରେ ରଖା ଯାଇଛି ।

Leave a Reply

Your email address will not be published. Required fields are marked *