Site icon Awaj Media

ଅସୁରେଶ୍ୱର ରେ ପାଳନ ହେଲା 79 ତମ ଗୋଷ୍ଠାଷ୍ଟମୀ ଉତ୍ସବ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ମଲିପୁର ଠାରେ 79 ତମ ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି . ଏହି ଅନୁଷ୍ଠାନ ଟି ସମ୍ପୂର୍ଣ ଭାବରେ ଅସୁରେଶ୍ୱର ଗ୍ରାମବାସୀ ମାନଙ୍କ ଦିନକୁ ଗୋଟିଏ ମୁଠା ଚାଉଳ ଦାନ ରେ ପରିଚାଳିତ ଅଟେ . ଅନୁଷ୍ଠାନଟି 79 ବର୍ଷ ପୂର୍ଣ୍ଣ କରିଥିବା ସମୟରେ , ଆୟୋଜିତ ଉତ୍ସବ ରେ ନିଶ୍ଚିନ୍ତକୋଇଲି ବ୍ଲକ ର ବହୁ ସମାଜସେଵୀ ଙ୍କ ସହ ଆଖପାଖ ଗ୍ରାମର ବହୁ ବ୍ୟକ୍ତି ଯୋଗଦେଇ ଉତ୍ସବ ଟି କୁ ସଫଳ କରିଥିଲେ ||

Exit mobile version