Site icon Awaj Media

ଢେଙ୍କାନାଳ ରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ . ଢେଙ୍କାନାଳ ପୁଲିସ ମୁଖ୍ୟାଳୟରେ ଆଜି ନୂତନ ଏସପି ଭାବେ ଯୋଗଦେଲେ 2013 ମସିହାର ଆଇପିଏସ ଅଫିସର ଏଲ. ଦିବ୍ୟା ଭି . ସେ ଆଗରୁ କ୍ରାଇମବ୍ରାଞ୍ଚ ର ଏସପି ରୂପେ କାର୍ଯ୍ୟ କରିଆସୁଥିଲେ । ଢେଙ୍କାନାଳର ଏସ୍ପି କେ ଶିବା ସୁବ୍ରମଣି ଙ୍କର କ୍ରାଇମବ୍ରାଞ୍ଚ ଦିଲ୍ଲୀ କୁ ବଦଳି ହୋଇଯିବା ପରେ ଆଜି ନୂତନ ଏସପି ଯୋଗ ଦେଇଛନ୍ତି ।

Exit mobile version